ବିଧାନସଭାରେ ଥମୁନି ଚାଷୀ ତାତି : ଆଜି ବି ଚାଷୀ ଆତ୍ମହତ୍ୟା ନେଇ ଆରମ୍ଭରୁ ହଙ୍ଗାମା

24

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡୁଛି ବିଧାନସଭା । ଆଜି ବି ଗୃହରେ ପ୍ରଶ୍ନକାଳ ଆରମ୍ଭରୁ ହଙ୍ଗାମା ହୋଇଛି । ଚାଷୀ ଆତ୍ମହତ୍ୟା ଅଭିଯୋଗରେ ବିଜେପି ସଦସ୍ୟମାନେ ହଟଗୋଳ କରିଛନ୍ତି । ବିଜେପି ସଦସ୍ୟମାନେ ବାଚସ୍ପତିଙ୍କ ପୋଡିୟମ ନିକଟରେ ହୋହଲ୍ଲା କରିବାରୁ ଗୃହକୁ ଘଂଟାଏ ପାଇଁ ମୁଲତବୀ ଘୋଷଣା କରାଯାଇଛି ।

ବରଗଡ ଚାଷୀ ଖଇନୁ ବଗର୍ତୀ ଆତ୍ମହତ୍ୟା, କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ବିଭ୍ରାନ୍ତିକର ତଥ୍ୟ ଓ ଚାଷୀ ସମସ୍ୟାକୁ ନେଇ ଶାସକ ଦଳକୁ ଘେରୁଛନ୍ତି ବିରୋଧୀ । ଗୃହ ମଧ୍ୟଭାଗକୁ ଯାଇ ହୋହାଲ୍ଲା ହଟଗୋଳ କରୁଛନ୍ତି ବିରୋଧୀ ବିଧାୟକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –