ବିଧାନସଭାରେ ଅଚଳାବସ୍ଥା ଜାରି : ଉଭୟ ଶାସକ ଓ ବିରୋଧୀ ଜିଦରେ ଅଟଳ

23

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜି ବି ଅଚଳ ହୋଇପଡିଛି ବିଧାନସଭା । ବାରମ୍ବାର ଗୃହ ମୁଲତବି ହୋଇ ଚାଲିଛି । ପ୍ରଶ୍ନକାଳ ଆରମ୍ଭରୁ ଏବେ ଯାଏଁ ଥରକୁ ଥର ବାଚସ୍ପତି ଗୃହକୁ ମୁଲତବି କରିଚାଲିଛନ୍ତି । ବିରୋଧୀ ପୁଣି ସେହି ପୁରୁଣା ଚିଟଫଣ୍ଡ ପ୍ରସଙ୍ଗ ଉଠାଇ ଗୃହରେ ହଙ୍ଗାମା କରିଛନ୍ତି । ବିବାଦୀୟ ବୟାନ ଦେଇଥିବା ଚିଟଫଣ୍ଡ କମିଶନ ଜଷ୍ଟିସ ଏମଏମ ଦାସଙ୍କ ବହିଷ୍କାର ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧୀ କଂଗ୍ରେସ ଗୃହରେ ହୋହଲ୍ଲା କରିଥିଲେ । ସେପଟେ ଗିଲୋଟିନ୍ ଜରିଆରେ ପାସ ହେବ ଖର୍ଚ୍ଚଦାବି  ।