ଆଜି ମିଳିଲା ଆଡ଼ପ ଅବଢ଼ା : ସଂଧ୍ୟାରେ ବନକଲାଗି ନୀତି

40

କନକ ବ୍ୟୁରୋ : ଆଜି ଆଡ଼ପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନ ସହ ଭକ୍ତଙ୍କୁ ଆଜି ଆଡ଼ପ ଅବଢ଼ା ମିଳିଛି । ଶ୍ରୀଜୀଉଙ୍କ ଦର୍ଶନ କରି ଆଡ଼ପ ଅବଢ଼ା ମହାଆନ୍ଦନରେ ଭକ୍ତ ସେବନ କରୁଥିବା ଦେଖିବାକୁ ମିଳିଛି । ଆସନ୍ତାକାଲି ହେରାପଂଚମୀ ଥିବା ବେଳେ ଆଜି ବନକଲାଗି ନୀତି । ଏଥିପାଇଁ ରାତ୍ର ୮ଟାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଦେଖନ୍ତୁ ଏହି ଭିଡିଓ –