କମିଶନରେଟ ପୁଲିସକୁ ସଫଳତା : ଟିଟୋ ଗ୍ୟାଙ୍ଗର ୫ ସଦସ୍ୟ ଗିରଫ

19

କଟକ ବ୍ୟୁରୋ, କନକ ନ୍ୟୁଜ୍ : କମିଶନରେଟ ପୁଲିସକୁ ସଫଳତା । ଡକାୟତି ଉଦ୍ୟମ ବେଳେ ଟିଟୋ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଛି ପୁଲିସ । ମର୍କତନଗର ଥାନା ପୁଲିସ ଏମାନଙ୍କୁ ଗିରଫ କରିଛି । ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୨ଟା ଭୁଜାଲି ଓ ୬ଟା ମୋବାଇଲ ଜବତ ହୋଇଥିବା ଜଣାପଡିଛି ।