ଦୁର୍ଘଟଣା ଘଟାଇବା ଅଭିଯୋଗରେ ତିରିଂ ଆଇଆଇସି ଗିରଫ । ଲଗାତାର ଦୁଇ ଦୁର୍ଘଟଣା ଘଟାଇଥିଲେ ପୋଲିସବାବୁ

20

କନକ ବ୍ୟୁରୋ : ଗିରଫ ହେଲେ ଥାନାବାବୁ । ବାରିପଦା ତିରିଂ ଥାନା ଆଇଆଇସି ଚନ୍ଦ୍ରମୋହନ ସିଂଙ୍କୁ ଗିରଫ କରାଯାଇଛି । ଗତକାଲି ବାଙ୍ଗିରିପୋଷି ସିମଲା ଛକରେ ବାଇକକୁ ଧକ୍କା ଦେଇଥିଲେ । ଫଳରେ ଗୁରୁତର ଅବସ୍ଥାରେ ବାଇକ ଆରୋହୀଙ୍କୁ କଟକ ଏସସିବି ବଡ ମେଡିକାଲରେ ଭର୍ତି କରାଯାଇଥିଲା ।