ନନ୍ଦନକାନନରେ ନୂଆ ଅତିଥି : ଜନ୍ମ ହୋଇଛନ୍ତି ୩ ବାଘ ଶାବକ

37

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ :  ନନ୍ଦନକାନନରେ ନୂଆ ଅତିଥି । ମା ହେଲା ବାଘୁଣୀ ସ୍ନେହା । ବାଘୁଣୀ ସ୍ନେହା ୩ ବାଘ ସାବକ ଜନ୍ମ ଦେଇଛି । ପ୍ରଥମ ବାଘ ଛୁଆଟି ଆଜି ସକାଳ ୬ଟା୫୬ରେ ଜନ୍ମ ହୋଇଥିବା ବେଳେ ଦ୍ୱିତୀୟଟି ୮ଟା୪୮ରେ ଓ ତୃତୀୟରେ ୧୦ଟା୦୬ରେ ଜନ୍ମ ହୋଇଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନ ନିର୍ଦେଶକ।