ସିଂହଦ୍ୱାର ସମ୍ମୁଖରେ ପହଂଚିଲା ତିନି ରଥ

28

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ସିଂହଦ୍ୱାର ସମ୍ମୁଖରେ ପହଂଚିଲା ତିନି ରଥ । ୭ ଦିନର ଲୀଳାଖେଳା ପରେ ଶରଧାବାଲି ଛାଡିଲେ ଶ୍ରୀଜିଉ । ଆସନ୍ତାକାଲି ମହାପ୍ରଭୁଙ୍କ ସୁନାବେଶ ହେବ । ତେବେ ଏନେଇ ଶ୍ରୀମନ୍ଦିର ପ୍ରଶାସନ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି।