ରିଲିଜ ହୋଇଛି ଫିଲ୍ମ “ୱଜହ ତୁମ୍ ହୋ ” ପୋଷ୍ଟରର ପ୍ରଥମ ଲୁକ୍

44

1476269305_wajah-tum-ho-posterସନା ଖାନ,ଗୁରମୀତ ଚୈାଧୁରୀ ଏବଂ ଶରମନ ଯୋଶୀ ଅଭିନୀତ ଫିଲ୍ମ “ୱଜହ ତୁମ୍ ହୋ ”ର ପ୍ରଥମ ଲୁ୍କ୍ ପୋଷ୍ଟର ରିଲିଜ ହୋଇଛି । ଫିଲ୍ମର ୩ଟି ପୋଷ୍ଟର ରିଲିଜ ହୋଇଛି । ସବୁଥିରେ ସନା ଖାନଙ୍କୁ ଫିଚରିଂ କରାଯାଇଛି । ଖୁବ୍ ହଟ୍ ଅବତାରରେ ପୋଷ୍ଟରରେ ନଜର ଆସୁଛନ୍ତି ସନା ।

ଏହି ଫିଲ୍ମଟି ହେଟ ଷ୍ଟୋରୀ ୩ ର ନିର୍ଦେଶକ ବିଶାଳ ପଣ୍ଡ୍ୟାଙ୍କ ଦ୍ୱାରା ନିର୍ଦେଶିତ ଏକ ଥ୍ରୀଲର ଫିଲ୍ମ ଅଟେ । ଏଥିରେ ଶରମନ ପୁଲିସ୍ ଓ ସନା ଓକିଲ ଭୂମିକାରେ ନଜର ଆସିବେ । ପ୍ରଯୋଜନା ସଂସ୍ଥାର ସୂଚନାନୁସାରେ ,ଏହି ଫିଲ୍ମଟି ଡିସେମ୍ବର ୨ ରେ ରିଲିଜ ହେବାକୁ ଯାଉଛି ଏବଂ ଅକ୍ଟୋବର ୧୪ରେ ଏହି ଫିଲ୍ମ “ୱଜହ ତୁମ୍ ହୋ ”ର ଟ୍ରେଲର ରିଲିଜ ହେବ ।