କନକ ବ୍ୟୁରୋ : କଳାହାଣ୍ଡି ଯୁଗୋସାଏପାଟଣା ରାସ୍ତାରେ ବିସ୍ଫୋରଣ । ଗତକାଲି ବିଳମ୍ବିତ ରାତିରେ ହୋଇଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଅଳ୍ପକେ ବର୍ତି ଯାଇଛି ବରଯାତ୍ରୀ ଗାଡି । ଯୁଗୋସାଏପାଟଣା ରାସ୍ତାରେ ଏକ ବରଯାତ୍ରୀ ଗାଡି ଅତିକ୍ରମ କରିବାର ମାତ୍ର ଅଳ୍ପ କିଛି ସମୟ ପରେ ଏକ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟିଥିଲା । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ଖଞ୍ଜିଥିବା ଅନୁମାନ କରାଯାଉଛି । ପୁଲିସ ଘଟଣାସ୍ଥଳରେ ପହଂଚି ଛାନଭିନ୍ କରୁଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହା ସହ ଦେଖନ୍ତୁ ଏହି ଭିଡିଓ-