କମେଂଟମରାକୁ କେନ୍ଦ୍ର କରି ଅନୁଗୋଳରେ ଗୋଷ୍ଠୀ ସଂଘର୍ଷ ! ପୋଲିସ ଫୋର୍ସ ମୁତୟନ

30

କନକ ବ୍ୟୁରୋ : କମେଂଟମରାକୁ କେନ୍ଦ୍ର କରି ଅନୁଗୋଳରେ ଉତ୍ତେଜନା । ଦୁଇ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ । ଅନୁଗୋଳର ହୁଲୁରୁସିଂହା ଓ ହରିଜନ ସାହି ମଧ୍ୟରେ ଢ଼େଲା ପଥର ମାଡ ।

ତେବେ ଘଟଣାକୁ ନେଇ ଉତ୍ତକ୍ତ୍ୟ ଲୋକ ସମ୍ବଲପୁର ଅନୁଗୋଳ ଜାତୀୟ ରାଜପଥ ଅବରୋଧ କରିଥିଲେ । ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ଗାଁରେ ପୋଲିସର ଫ୍ଲାଗ୍ ମାର୍ଚ୍ଚ ମଧ୍ୟ କରାଯାଇଛି । ଏହି ଘଟଣାରେ ହରଜନ ସାହିର ବହୁ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-