ପୁରୀ – କୋଣାର୍କ ରୋଡରୁ ୧୦ଟି ଅଫୁଟା ବୋମା ଉଦ୍ଧାର

26

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପୁରୀ – କୋଣାର୍କ ରୋଡରୁ ୧୦ଟି ଅଫୁଟା ବୋମା ଉଦ୍ଧାର। ମେରାଇନ୍ ଡ୍ରାଇଭ ରୋଡର ବାଇଦାସନଗର କିଆବୁଦାରୁ ଏହି ବୋମା ଉଦ୍ଧାର ହୋଇଛି। ମେରାଇନ୍ ଥାନା ପୁଲିସ୍ ଏହି ବୋମା ଜବତ କରିଛି । ତେବେ ଏହି ବେମା କେଉଁଠୁ ଆସିଲା ଓ କିଏ ରଖିଛି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।