ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗ ! ଶିକ୍ଷୟିତ୍ରୀଙ୍କ ମୁହଁରେ କଳା ବୋଳି ବୁଲାଇଲେ ଗ୍ରାମବାସୀ

53

କନକ ବ୍ୟୁରୋ : ମଧ୍ୟାହ୍ନ ଭୋଜନ ହଡପ ଅଭିଯୋଗରେ ଶିକ୍ଷୟିତ୍ରୀଙ୍କ ମୁହଁରେ କଳା ବୋଳିଲେ ଗ୍ରାମବାସୀ । ବାଲେଶ୍ୱର କୁରୁଡାରେ ଥିବା ବଣପାରିଆ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଲତା ଚୌଧୁରୀ ଦୀର୍ଘଦିନ ଧରି ମଧ୍ୟାହ୍ନ ଭୋଜନ ହଡପ କରି ଅର୍ଥ ଆତ୍ମସାତ୍ କରୁଥିବା ଅଭିଯୋଗ ହୋଇଥିଲେ । ଫଳରେ ଉତ୍ୟକ୍ତ ଗ୍ରାମବାସୀ ଏକାଠି ହୋଇ ଶିକ୍ଷୟିତ୍ରୀଙ୍କୁ ମାଡ ମାରିବା ସହ ମୁହଁରେ କଳା ବୋଳି ଗାଁରେ ବୁଲାଇଥିଲେ । ପରେ ପୁଲିସ ଘଟଣା ସ୍ଥଳରେ ପହଚିଂ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରିବା ସହ ଅଟକ୍ ରଖିଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-