ରାଜନୀତିରେ କଟାକ୍ଷ ଭରା ବୟାନ୍ ! ବୈଜୟନ୍ତଙ୍କୁ ଟାର୍ଗେଟ୍ କଲେ ତଥାଗତ

27

କନକ ବ୍ୟୁରୋ : ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ ଘଟଣା ନେଇ ସାଂସଦ ତଥାଗତ ସତପଥୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ । ଏପ୍ରସଙ୍ଗରେ ବୈଜୟନ୍ତଙ୍କ ନାଁ ନନେଇ ସିଧାସଳଖ କଟାକ୍ଷ କରିଛନ୍ତି ତଥାଗତ । କହିଛନ୍ତି, ମୋଦି ସମର୍ଥକମାନେ ବର୍ତ୍ତମାନ ସୁଧୁରିଯିବା ଉଚିତ । ସେମାନେ ଭୁଲ ବାଟରେ ଯାଉଛନ୍ତି । ମୁଁ ସେମାନଙ୍କୁ ସୋସିଆଲ ମିଡିଆରେ ଦେଖେ ।

ଦେଖନ୍ତୁ ଏହି ଭିଡିଓ –