ତାରା ଦତ ଇନ୍ଦୁଲତା ମାମଲାରେ ପୂର୍ଣ୍ଣଚ୍ଚେଦ୍ ଟାଣିଲେ ମହିଳା କମିଶନ : ମାନବାଧିକାର କମିଶନ ଯିବେ ଇନ୍ଦୁଲତା

44

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା କମିଶନରେ ଥିବା ମାମଲାରୁ ବରିଷ୍ଠ ଆଇଏଏସ ତାରା ଦତଙ୍କୁ ସାମୟିକ ଆଶ୍ୱସ୍ତି । କାରଣ ତାରା ଦତ- ଇନ୍ଦୁଲତା ବିବାଦ ମାମଲା ବନ୍ଦ କରିଛନ୍ତି ମହିଳା କମିଶନ । ଏନେଇ ଇନ୍ଦୁଲତାଙ୍କୁ ଚିଠି ଲେଖି ଜଣାଇଛନ୍ତି କମିଶନ । ମହିଳା କମିଶନଙ୍କ ଚିଠି ପରେ କଣ ପ୍ରତିକ୍ରିୟା ରଖିଛନ୍ତି ଇନ୍ଦୁଲତା ଆସନ୍ତୁ ଶୁଣିବା ।