ଭୁବନେଶ୍ୱର ଟଙ୍କପାଣିରେ ଉତେଜନା : ବିଲ୍ଡରଙ୍କ ଦାଦାଗିରି ପ୍ରତିବାଦରେ ତାତିଲେ ଲୋକ

24

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଭୁବନେଶ୍ୱର ଟଙ୍କପାଣିରେ ଉତେଜନା । ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ । ବ୍ରହ୍ମେଶ୍ୱର ପାଟଣାରେ ବିଲ୍ଡରଙ୍କ ଦାଦାଗିରି ପ୍ରତିବାଦରେ ତାତିଲେ ଲୋକ । ରାତି ଅଧରେ ଗାଁରେ ପଶି ଘର ଭାଙ୍ଗିବା ସହ ମହିଳାଙ୍କୁ ଅସଦାଚାରଣ କରିଥିବା ନେଇ ଅଭିଯୋଗ ହୋଇଛି ।