ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ ମାମଲା ! ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ରୁଜୁ କଲେ ପତ୍ନୀ ବୋଲି ଦାବି କରୁଥିବା ମହିଳା

26

କନକ ବ୍ୟୁରୋ : ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ନାଁରେ କୋର୍ଟରେ ମାମଲା । ମାମଲା ରୁଜୁ କରିଛନ୍ତି ବିଧାୟକଙ୍କ ପତ୍ନୀ ବୋଲି ଦାବି କରୁଥିବା ସୋନାଲିକା ମହାନ୍ତି । ଓକିଲଙ୍କ ଜରିଆରେ ମକଦ୍ଦମା ରୁଜୁୁ କରିଛନ୍ତି ମୋନାଲିସା । ଆଇପିସି ଦଫା ୨୯୪, ୩୧୩, ୩୨୩, ୩୭୬, ୪୯୩, ୪୯୬ ଓ ୫୦୬ରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –