ମୁଁ ବିଧାୟକଙ୍କ ସ୍ତ୍ରୀ ! ତାଳଚେର ପରେ ବ୍ରଜ ପ୍ରଧାନଙ୍କ ଭୁବନେଶ୍ୱର କ୍ୱାର୍ଟରରେ ମହିଳା କଲେ ହଙ୍ଗାମା

24

କନକ ବ୍ୟୁରୋ : ବିଧାୟକଙ୍କ ବାସଭବନରେ ତୁମୁଳକାଣ୍ଡ । ନିଜକୁ ତାଳଚେର ବିଧାୟକ ବ୍ରଜ ପ୍ରଧାନଙ୍କ ପତ୍ନୀ ଦାବି କରୁଥିବା ଜଣେ ଯୁବତୀ ତାଙ୍କ ବାସଭବନରେ ଭଙ୍ଗାରୁଜା କରିଛନ୍ତି । ବିଧାୟକ ତାଙ୍କୁ ପତ୍ନୀ ମର୍ଯ୍ୟାଦା ନଦେବା ଯାଏଁ ତାଙ୍କର ଏହି ସଂଗ୍ରାମ ଜାରି ରହିବ ବୋଲି ଯୁବତୀ କହୁଥିବା ବେଳେ ଯୁବତୀଙ୍କ ସମସ୍ତ କଥାକୁ ଖଣ୍ଡନ କରିଛନ୍ତି ବିଧାୟକ ବ୍ରଜ ପ୍ରଧାନ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –