Browsing Tag

smart city project

ଆସନ୍ତା ୧୦ତାରିଖ ସୁଦ୍ଧା ଆରମ୍ଭ ହେବ ଦେଶର ସମସ୍ତ ସ୍ମାର୍ଟ ସିଟିର ରେଟିଂ ପ୍ରକ୍ରିୟା ।

କନକ ବ୍ୟୁରୋ : ଆସନ୍ତା ୧୦ତାରିଖ ସୁଦ୍ଧା ଦେଶର ସମସ୍ତ ସ୍ମାର୍ଟ ସିଟିର ରେଟିଂ ପ୍ରକ୍ରିୟା ଆରମ୍ଭ ହେବ । ଏଥିରେ କେଉଁ ସ୍ମାର୍ଟ ସିଟି କେତେ ଆଗେଇଛନ୍ତି, କେତୋଟି ପ୍ରକଳ୍ପ ଆରମ୍ଭ କରିଛନ୍ତି ଓ କେତୋଟି ଶେଷ କରିଛନ୍ତି ତା’ର ସମୀକ୍ଷା ହେବ । ଏପରିକି ଯେଉଁ ସ୍ମାର୍ଟ ସିଟିରେ ସ୍ଥାୟୀ ସିଇଓ…