Browsing Tag

Republic Day State Reforms

ଓଡିଶାର ମହିଳା ସ୍ୱାଧୀନତା ସଂଗ୍ରାମୀ : ସ୍ୱାଧୀନତା ସଂଗ୍ରାମରେ ଓଡିଆ ମହିଳାଙ୍କ ଯୋଗଦାନ 

ବର୍ଷ ବର୍ଷ ଧରି ଦାସତ୍ୱର ଶିକୁଳିରେ ବନ୍ଧା ହୋଇଥିବା ଭାରତ ୧୯୪୭ ମସିହାରେ ସ୍ୱାଧୀନ ହୋଇଥିଲା । ଏହି ସ୍ୱାଧୀନତା ଲକ୍ଷ ଲକ୍ଷ ଲୋକଙ୍କ ବଳିଦାନ କାରଣରୁ ସମ୍ଭବ ହୋଇପାରିଥିଲା । ଏହି ମହାନ ଲୋକମାନେ ନିଜର ତନ-ଧନ-ମନ ତ୍ୟାଗ କରି ଦେଶର ସ୍ୱାଧୀନତା ପାଇଁ ସବୁ କିଛି ଭେଟି ଦେଇ ଦେଇଥିଲେ ।…

ସ୍ୱାଧୀନତା ସଂଗ୍ରାମ ସମୟରେ ଜାତୀୟତାବାଦୀ : ଓଡିଆ କବିଙ୍କ ଦ୍ୱାରା ରଚିତ ଲୋକଙ୍କୁ ଜାଗ୍ରତ କରିଥିବା କିଛି ସଂଗୀତ

ଆମର ସ୍ୱାଧୀନତା ସଂଗ୍ରାମ ଏକ ବିରାଟ କାହାଣୀ । ଏହା ଦିନେ ନୁହେଁ ମାସେ ନୁହଁ ଏ ସ୍ୱାଧୀନତା ଆନ୍ଦୋଳନ ୧୮୫୭ ରୁ ଆରମ୍ଭ ହୋଇ ୧୯୪୭ ରେ ଏହାର ଅନ୍ତ ହୋଇଥିଲା। ଏହି ସ୍ୱାଧୀନତା ସଂଗ୍ରାମ ହେଉଛି ସମଗ୍ର ଭାରତ ବାସୀଙ୍କର ତ୍ୟାଗ, ବିରତ୍ୱ, ଶୌର୍ଯ୍ୟ ଓ ବିକ୍ରମର କାହାଣୀ। ଏଥିରେ ସମଗ୍ର ଭାରତ…

ଓଡିଶାରେ ସ୍ୱଦେଶୀ ଆନ୍ଦୋଳନ : ଓଡିଶାରେ ତନ୍ତବୁଣା ବସ୍ତ୍ରର ପ୍ରସ୍ତୁତିରେ ଘଟିଥିଲା ବୃଦ୍ଧି

ଭାରତବର୍ଷର ସ୍ୱାଧୀନତା ସଂଗ୍ରାମର ଇତିହାସରେ ସ୍ୱଦେଶୀ ଆନ୍ଦୋଳନ ଥିଲା ଏକ ଯୁଗାନ୍ତକାରୀ ଅଧ୍ୟାୟ । ବିଦେଶୀ  ଦ୍ରବ୍ୟକୁ ପ୍ରତ୍ୟାଖ୍ୟାନ କରି ସ୍ୱଦେଶୀ ଦ୍ରବ୍ୟର ବ୍ୟବହାର ଥିଲା ଏହି ଆନ୍ଦୋଳନର କାର୍ଯ୍ୟକ୍ରମ । ଓଡିଶାରେ ସ୍ୱଦେଶୀ ଆନ୍ଦୋଳନ :  ଇଂରେଜମାନଙ୍କ ଏକ ତ୍ରୁଟିପୂର୍ଣ୍ଣ…

ଓଡିଶାର କିଛି ସ୍ୱାଧୀନତା ସଂଗ୍ରାମୀ ; ଯାହାଙ୍କ ପ୍ରେରଣାରେ ଓଡିଶାବାସୀଙ୍କ ମନରେ ଜଳି ଉଠିଥିଲା ଇଂରେଜ ବିରୋଧୀ ନିଆଁ 

ଜୟୀ ରାଜଗୁରୁ :  ୧୮୦୩ରେ ଇଂରେଜମାନେ ଓଡ଼ିଶାକୁ ଅକ୍ତିଆର କରିବା ପରେ ଖୋର୍ଦ୍ଧା ରାଜାଙ୍କ ଠାରୁ କର ମାଗିଲେ ଓ ସେମାନଙ୍କ ବଶ୍ୟତା ସ୍ୱୀକାର କରିବାକୁ ଆଦେଶ ପତ୍ର ପଠାଇଥିଲେ ଜୟୀ ରାଜଗୁରୁ  । ଏହା ତାଙ୍କର ସ୍ୱାଭିମାନକୁ ପ୍ରଚଣ୍ଡ ଆଘାତ ଦେଲା । ‘ପଛେ ଜୀବନ ଦେଇ ଦେବା ଇଂରେଜଙ୍କ ଆଗରେ…

ମହାତ୍ମା ଗାନ୍ଧୀଙ୍କ ଓଡିଶା ଯାତ୍ରା : ବହୁବାର ଓଡିଶା ଆସି ଓଡିଶାର ସ୍ୱାଧୀନତା ସଂଗ୍ରାମୀଙ୍କୁ ଦେଇଥିଲେ ପ୍ରେରଣା

ମହାତ୍ମା ଗାନ୍ଧୀ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ଥିଲେ । ସେ ଓଡିଶାକୁ ଅନେକ ଥର ଆସିଛନ୍ତି । ଉତ୍କଳମଣି ଗୋପବନ୍ଧୁଙ୍କ ନିମନ୍ତ୍ରଣକୁ ସାଦରେ ଗ୍ରହଣ କରି ଗାନ୍ଧୀଜୀ ୨୩ ମାର୍ଚ୍ଚ ୧୯୨୩ ପ୍ରତ୍ୟୁଷରୁ ପତ୍ନୀ କସ୍ତୁରବା, କନିଷ୍ଠପୁତ୍ର ଦେବଦାସ ଓ ଅନ୍ୟ କେତେଜଣ ଅନୁଚରଙ୍କ ସହ କଟକ ରେଳ…