Browsing Tag

Rajo

ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା : ଟ୍ୱିଟ କରି ପବିତ୍ର ଗଣପର୍ବ ଅବସରରେ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଲେ…

କନକ ବ୍ୟୁରୋ : ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଣପର୍ବ ରଜର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ଅନନ୍ୟ ସାଂସ୍କୃତିକ ଗଣପର୍ବ…

ରଜପାନର ବିଶେଷତ୍ୱ କ’ଣ ?

ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ଵିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ଵିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା…

ଆଜି ପହିଲି ରଜ : ରଜ ପାନ ଓ ପୋଡ଼ପିଠାରେ ମହକୁଛି ଓଡିଶା, ଅଳତା ଓ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଝିଅବୋହୂ

କନକ ବ୍ୟୁରୋ : ଆଜି ପହିଲି ରଜ । ରଜ ଓଡିଆଙ୍କ ନିଜସ୍ୱ ପର୍ବ । ମିଥୁନ ସଂକ୍ରାନ୍ତିକୁ ନେଇ ଏହି ପର୍ବ ଅନୁଷ୍ଠିତ ହୁଏ । ବୃଷ ମାସର ଶେଷ ଦିନ, ମିଥୁନ ମାସର ଆରମ୍ଭ ଓ ତା ପରଦିନ - ଏହି ଦିନରେ ପାଳିତ ହୁଏ ରଜ ପର୍ବ । ଏହି ଦିନ ଗୁଡିକୁ ପହିଲି ରଜ, ରଜ ସଂକ୍ରାନ୍ତି ଓ ଭୂମି ଦହନ ବୋଲି କୁହାଯାଏ…

ଆଜି ପହିଲି ରଜ : ଗାଁଠାରୁ ସହର ସବୁଠି ଉତ୍ସବ ମୁଖର ପରିବେଶ

କନକ ବ୍ୟୁରୋ : ଆଜି ପହିଲି ରଜ । ଗାଁରୁ ସହର, ପଲ୍ଲୀରୁ ଦିଲ୍ଲୀ , ସବୁଠି ଉତ୍ସବର ମାହୋଲ୍ । ପିଲା, ବୁଢା ସମସ୍ତେ ପାଳୁଛନ୍ତି ଏହି ପାରମ୍ପରିକ ପର୍ବ । ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି । ଘରେ ଘରେ ଏବେ ପୋଡ ପିଠାର ମହକ । ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ଯାଏଁ ପିଠାର…

ରଜ ପରେ ଆସିବ ରେଜଲ୍ଟ । ଜୁନ୍ ୧୭ କିମ୍ବା ୧୮ରେ ପ୍ରକାଶ ପାଇବ +୨ କଳା ଓ ବାଣିଜ୍ୟ ଫଳ ।

କନକ ବ୍ୟୁରୋ : ରଜ ପରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ଫଳ । ଆସନ୍ତା ୧୭ କିମ୍ବା ୧୮ ତାରିଖ ବେଳକୁ ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ୍ । ଗତ ସପ୍ତାହରେ ଖାତା ଦେଖା ଶେଷ ହୋଇଥିଲା । ଗତ ୩ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଫଳ ପ୍ରକାଶ…

ରଜ ପାଇଁ ଚାଲିଛି ସଜବାଜ । ବାତ୍ୟାରେ ଉପୁଡିପଡିଛି ଗଛ, ‘ଫୋନି’ ପାଇଁ ଫିକା ପଡିବ ଦୋଳି ଖେଳ ।

କନକ ବ୍ୟୁରୋ : କୁଆଁରି ମନରେ ପୁଲକ ଭରି ଆସୁଛି ରଜ । ଆରମ୍ଭ ହୋଇଯାଇଛି ସଜବାଜ । ଉପକଣ୍ଠରୁ ସଂଚରି ଆସିବ ରଜ ଦୋଳି ଗୀତ । ମହକିବ ପୋଡ଼ ପିଠାର ବାସ୍ନା । କୃଷିଭିତ୍ତିକ ଏହି ପର୍ବରେ ସାଙ୍ଗ ସାଥୀଙ୍କ ଗହଣରେ କଟିବ ଦିନ । ପୁଚି, ଦଉଡ଼ି ଡିଆଁ, ଲୁଡୁପାଲି, ତାସ ଖେଳଠୁ ନେଇ କବାଡ଼ି ଖେଳର ଆସର…