Browsing Tag

makar sankranti

ଜାଣନ୍ତୁ ମକର ସଂକ୍ରାନ୍ତିର ଧାର୍ମିକ ଓ ପୈାରାଣିକ ମହତ୍ୱ

ମକର ସଂକ୍ରାନ୍ତି ଏମିତି ଏକ ପର୍ବ, ଯେଉଁଥିରେ ଜପ, ତପ, ଦାନ, ସ୍ନାନ, ଶ୍ରାଦ୍ଧ, ତର୍ପଣ ଆଦିର ବିଶେଷ ମହତ୍ୱ ଅଛି । କୁହାଯାଏ କି, ଏହି ଦିନ ଦିଆଯାଇଥିବା ଦାନ ଶହେ ଗୁଣ ବଢ଼ିଯାଇ ପ୍ରାପ୍ତ ହୋଇଥାଏ । ଏହି ଦିନ ଭାଗବାନ ସୂର୍ଯ୍ୟ ଧନୁ ରାଶି ଛାଡି ମକରରେ ପ୍ରବେଶ କରନ୍ତି । ଏହି ଦିନ ଠାରୁ ହିଁ…

ସାରା ଦେଶରେ ଭିନ୍ନ ଭିନ୍ନ ନାମରେ ପାଳନ କରାଯାଏ ମକର ସଂକ୍ରାନ୍ତି : ଜାଣନ୍ତୁ କ’ଣ ରହିଛି କାରଣ

ଭାରତର ଭିନ୍ନ ଭିନ୍ନ ରାଜ୍ୟରେ ମକର ସଂକ୍ରାନ୍ତି ପର୍ବକୁ ବିଭିନ୍ନ ନାମରେ ଜଣାଯାଏ । କର୍ଣ୍ଣାଟକରେ ସଂକ୍ରାନ୍ତି, ତାମିଲନାଡୁ ଓ କେରଳରେ ପୋଙ୍ଗଲ, ପଂଜାବ ଓ ହରିୟାଣାରେ ମାଘୀ, ଗୁଜରାଟ ଓ ରାଜସ୍ଥାନରେ ଉତ୍ତରାୟଣ ଏବଂ ଉତ୍ତରାଖଣ୍ଡରେ ଉତ୍ତରାୟଣୀ ନାମରେ ମକର ସଂକ୍ରାନ୍ତି ର ଏହି ପର୍ବ…

ମକର ସଂକ୍ରାନ୍ତିରେ କାହିଁକି ଖିଆଯାଏ ଖେଚୁଡି ? ଜାଣନ୍ତୁ ଏହାର ଧାର୍ମିକ ଓ ବୈଜ୍ଞାନିକ ମହତ୍ୱ

ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତି ଏକ ପ୍ରମୁଖ ପର୍ବ ଅଟେ । ସୂର୍ଯ୍ୟ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ପ୍ରବେଶ କରିବାକୁ ସଂକ୍ରାନ୍ତି କୁହନ୍ତି । ଏହି ପର୍ବ ଜାନୁୟାରୀ ମାସର ୧୪ ନମ୍ବର ଦିନ ପାଳନ କରାଯାଏ । ସୂର୍ଯ୍ୟ ଯେବେ ମକର ରାଶିରେ ପ୍ରବେଶ କରନ୍ତି, ସେତେବେଳେ ମକର ସଂକ୍ରାନ୍ତି ହୋଇଥାଏ ।…

କେଉଁ ଦିନ ପାଳନ କରାଯିବ ମକର ସଂକ୍ରାନ୍ତି ? ଜାଣନ୍ତୁ ସ୍ନାନ ଏବଂ ଦାନର ମହତ୍ୱ

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ମକର ସଂକ୍ରାନ୍ତି ହେଉଛି ଭଗବାନ ସୂର୍ଯ୍ୟଙ୍କ ଉପାସନାର ପର୍ବ, ଯାହା ଆମର ଭୌତିକ ଜୀବନରେ ନୂତନତ୍ୱ ଆଣି ଦେଇଥାଏ। ଆମ ଭିତରେ ଶୁଭତ୍ୱ ଓ ନବଜୀବନ ବୋଧ ଭରିଥାଏ । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ…

ମକର ସଂକ୍ରାନ୍ତି ୨୦୧୯ : କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି ?

ଆମ ଦେଶରେ ମକର ସଂକ୍ରାନ୍ତି ପର୍ବର ବିଶେଷ ମହତ୍ୱ ରହିଛି । ଯାହାକୁ ପ୍ରତି ବର୍ଷ ଜାନୁୟାରୀ ମାସରେ ଖୁବ୍ ଧୂମଧାମରେ ପାଳନ କରାଯାଏ । ଏହି ଦିନ ସୂର୍ଯ୍ୟ ଉତ୍ତରାୟଣ ହୋଇଥାନ୍ତି । ଅର୍ଥାତ୍ ପୃଥିବୀର ଉତ୍ତର ଗୋଲାର୍ଦ୍ଧ ସୂର୍ଯ୍ୟଙ୍କ ଆଡକୁ ଢଳିଥାଏ । ପରମ୍ପରା ଅନୁସାରେ ଏହି ଦିନ ସୂର୍ଯ୍ୟ ମକର…