Browsing Tag

elephant fear in keonjhar

କେନ୍ଦୁଝର : ବନଖଣ୍ଡ ଅଂଚଳରେ ଆତଙ୍କ ଖେଳାଇଲେ ହାତୀପଲ

କନକ ବ୍ୟୁରୋ : କେନ୍ଦୁଝରରେ ହାତୀ ମଣିଷ ଲଢେଇ । କେନ୍ଦୁଝର ବନଖଣ୍ଡ ଅଂଚଳରେ ପାଖାପାଖି ୯୭ଟି ହାତୀ ପଲ ପଶିଆସି ଆତଙ୍କ ଖେଳାଇଛନ୍ତି । ତେନ୍ତିଳିଖୁଂଟି ଗାଁ କୁ ୮ ଟି ବଣୁଆ ହାତୀ ପଲ ପଶିଆସି ଗାଁ ମଝିରେ ଥିବା ଏକ ଛୋଟ ଜଙ୍ଗଲରେ ଡେରା ପକାଇଛନ୍ତି । ଚାରିପଟେ ଧାନ ବିଲ ସହ ଘର ଥିବାରୁ ଲୋକେ…