ସ୍ୱର୍ଗଦ୍ୱାର ଜମି ହଡପ ଓ ଜବରଦଖଲ ମାମଲା ! ସରକାରୀ ଖାତାକୁ ଫେରିଲା ୫୧ ଡେସିମିଲ ଜାଗା

36

କନକ ବ୍ୟୁରୋ : ସ୍ୱର୍ଗଦ୍ୱାର ଜମି ହଡପ ଓ ଜବରଦଖଲ ମାମଲା । ସ୍ୱର୍ଗଦ୍ୱାର ଜମି ରେକର୍ଡରେ ସଂଶୋଧନ ହୋଇଛି । ସ୍ୱର୍ଗଦ୍ୱାରର ୫୧ଡେସିମିଲ ଜାଗା ସରକାରୀ ଖାତାକୁ ଫେରିଛି । ୧୯୮୫ମସିହାରେ ୧୦୦ଡେସିମିଲ ଜାଗା ଅଧିଗ୍ରହଣ ହୋଇଥିଲା । ଜବରଦଖଲ ହୋଇଥିଲା ଜମି ସରକାରୀ ଖାତାକୁ ଫେରିଥିବାନେଇ ତହସିଲଦାର ସୂଚନା ଦେଇଛନ୍ତି ।