୧୫ ବର୍ଷ ଛୋଟ ବୟଫ୍ରେଣ୍ଡଙ୍କ ସହ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଲେ ସୁସ୍ମିତା, ଫ୍ୟାମିଲି ଭିଡିଓ ହେଲା ଭାଇରାଲ

ବୟଫ୍ରେଣ୍ଡ ଓ ଝିଅ ମାନଙ୍କ ସହିତ ମସ୍ତି କରୁଥିବା ନଜର ଆସିଲେ ସୁସ୍ମିତା, ଦେଖନ୍ତୁ ଭିଡିଓ

265

ଅଭିନେତ୍ରୀ ସୁସ୍ମିତା ସେନ ଏବେ ନଜର ପୂରା ସମୟ ଦୁଇ ଝିଅ ଏବଂ ତାଙ୍କ ଠାରୁ ୧୫ ବର୍ଷ ସାନ ବୟଫ୍ରେଣ୍ଡ ରୋହମନ ଶଲଙ୍କ ସହିତ ବିତାଉଛନ୍ତି । ସୁସ୍ମିତା ଅନେକ ସମୟରେ ଝିଅ ମାନଙ୍କ ସହିତ ମସ୍ତି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । କିନ୍ତୁ ଏବେ ବୟଫ୍ରେଣ୍ଡ ରୋହମନଙ୍କ ସହିତ ଫଟୋ ଏବଂ ଭିଡିଓ ସେୟାର କରୁଛନ୍ତି । ଦୀପାବଳି ଅବସରରେ ସୁସ୍ମିତା ଇଂଷ୍ଟାଗ୍ରାମରେ ଦୁଇ ଝିଅ ଏବଂ ରୋହମନଙ୍କ ସହିତ କିଛି ଫଟୋ ସେୟାର କରିଛନ୍ତି । ଫଟୋରେ ସୁସ୍ମିତା ରୋହମନଙ୍କ ସହିତ ଖୁବ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।

 

View this post on Instagram

 

#duggadugga ❤️

A post shared by Sushmita Sen (@sushmitasen47) on

କହିରଖୁଛୁ ଯେ, ରୋହମନ ଶଲ ଜଣେ ସୁପର ମଡେଲ ଏବଂ ସେ ସୁସ୍ମିତାଙ୍କ ଠାରୁ ୧୫ ବର୍ଷ ସାନ । ସୁସ୍ମିତାଙ୍କ ବୟସ ୪୨ ବର୍ଷ ହୋଇଥିବା ବେଳେ ରୋହମନଙ୍କ ବୟସ ୨୭ ବର୍ଷ ।