ଭଟଲୀରେ ପୁଣି ବାଜିଲା ଶଙ୍ଖ । ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ପୁଣି ବିଧାୟକ ହେଲେ ସୁଶାନ୍ତ ସିଂ ।

135

କନକ ବ୍ୟୁରୋ : ୨୦୧୯ କୁରୁକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ଯୁଦ୍ଧରେ ବାଜି ମାରିଚାଲିଛି ବିଜୁ ଜନତା ଦଳ । ଆଉ ଏହି କ୍ରମରେ ଭଟଲୀ ଆସନକୁ ନିଜ କବଜାକୁ ନେଇଛି ବିଜେଡି । ପୁଣି ଥରେ ଏଠାରେ କମାଲ୍ ଦେଖାଇଛନ୍ତି ବିଜୁ ଜନତା ଦଳ ଯୁବ ନେତା ତଥା ପୂର୍ବତନ ଶ୍ରମମନ୍ତ୍ରୀ ସୁଶାନ୍ତି ସିଂହ ।

ଭଟଲୀରେ ବାଜି ମାରିଛନ୍ତି ସୁଶାନ୍ତ ସିଂ । ନିକଟତମ ପ୍ରତିଦ୍ୱନ୍ଦୀ ଇରାସିସ ଆଚାର୍ଯ୍ୟଙ୍କୁ ୨୩,୨୩୨ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାସ୍ତ କରି ପୁଣି ଥରେ ବିଧାୟକ ହୋଇଛନ୍ତି ସୁଶାନ୍ତ ।

Comments are closed.