ବିଜେଡି ଏବେ ବି ନମ୍ବର ୱାନ ଏବଂ ଯେଉଁ ସ୍ଥାନରେ ଦଳ ପରାଜିତ ହୋଇଛି ତାହାର ସମୀକ୍ଷା କରାଯିବ : ସୂର୍ଯ୍ୟ ପାତ୍ର

21

କନକ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ସୂର୍ଯ୍ୟ ପାତ୍ର । ବିଜେଡି ଏବେବି ନମ୍ବର ୱାନ ବୋଲି କହିଛନ୍ତି ସୂର୍ଯ୍ୟ ପାତ୍ର । ଯେଉଁ ସ୍ଥାନରେ ଦଳ ପରାଜିତ ହୋଇଛି ତାହାର ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି । ପ୍ରକୃତରେ ଯୋଜନା ଗୁଡିକ ଲୋକଙ୍କ ପାଖରେ ପହଂଚୁଛି କି ନାହିଁ, ମନ୍ତ୍ରୀମାନେ ତାକୁ ଠିକ୍ ସେ ପହଂଚାଇ ପାରିଛନ୍ତି ନାଁ ନାହିଁ ତାହାର ସମୀକ୍ଷା ହେବା ଦରକାର ବୋଲି କହିଛନ୍ତି । ଏହାସହ ନିର୍ବାଚନ ବେଳେ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଟଙ୍କା କାରବାର ହୋଇଥିବା ସୂର୍ଯ୍ୟ ପାତ୍ର କହିଛନ୍ତ  ।