ନେତା ବନାମ ନେତା ! ଦାମଙ୍କୁ ଇସାରା କଲେ ସୂର୍ଯ୍ୟ କହିଲେ ତୃଣମୂଳ ସ୍ତରରେ ହୋଇଛି ଦୁର୍ନୀତି

32

କନକ ବ୍ୟୁରୋ : ନୂଆ କରି ବିଭାଗର ଦାୟିତ୍ୱ ନେବା ପରେ ନବୀନ ମନ୍ତ୍ରିମଣ୍ଡଳର ବରିଷ୍ଠ ନେତା ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି, ସମବାୟ ବିଭାଗରେ ସବୁକିଛି ଠିକଠାକ୍ ନାହିଁ । ଏହି ସମବାୟ ବିଭାଗ ଏହା ପୂର୍ବରୁ ଦାମଙ୍କ ଦାୟିତ୍ୱରେ ଥିଲା । ସୂର୍ଯ୍ୟ କହିଛନ୍ତି, ଏଭଳି କିଛି ଉଦାହରଣ ମଧ୍ୟ ଅଛି ଯେଉଁଥିରେ ତୃଣମୂଳ ସ୍ତରରେ ଦୁର୍ନୀତି ହୋଇଥିବାର ପ୍ରମାଣ ରହିଛି । ସୂର୍ଯ୍ୟଙ୍କ ମନ୍ତବ୍ୟ ପରେ ଚିହିଁକି ଉଠିଛନ୍ତି ଦାମ । ପ୍ରଶ୍ନ କରିଛନ୍ତି, ମନ୍ତ୍ରୀ ହେବା ଆଗରୁ ସେ ଏତେ କଥା ଜାଣିଲେ କେମିତି ।

ଦେଖନ୍ତୁ ଏହି ଭିଡିଓ –