ମୋବାଇଲ ଓ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ, ଐତିହାସିକ ରାୟ ଶୁଣାଇଲେ ସୁପ୍ରିମକୋର୍ଟ ।
Kanak News is now on WhatsApp
Join and get latest news updates delivered to you via WhatsApp
ତେଣୁ ଏହା ଉପରେ ଲଗାଯାଇଥିବା ସମସ୍ତ ଆରୋପ ସମ୍ବିଧାନ ବିରୋଧୀ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହା ସହ ଖଣ୍ଡପୀଠ କହିଛନ୍ତି ଯେ, ଅନେକ ଦିନ ହେଲାଣି ଆଧାରକୁ ନେଇ ଆରୋପ ଓ ଅଭିଯୋଗ ବଢିବାରେ ଲାଗିଛି । ଗତବର୍ଷଠାରୁ ଏହା ଅସୁରକ୍ଷିତ ବୋଲି ଅନେକ ଲୋକ ଦାବି କରୁଛନ୍ତି । ତେଣୁ ଏହି ମାମଲାରେ ଆଜି ଏହି ଖଣ୍ଡପୀଠ ଶୁଣାଣି କରିଛନ୍ତି । ଏହା ଗରୀବମାନଙ୍କ ପରିଶ୍ରମରେ ଚାଲିଛି । ତେବେ ଆଜି କୋର୍ଟ ସ୍ପଷ୍ଟ କରିଛନ୍ତି ଯେ କେଉଁଥିରେ ଆଧାର କାର୍ଡ ବାଧ୍ୟତାମୂଳକ ଓ କେଉଁଠାରେ ଆଧାର ବାଧ୍ୟତା ମୂଳକ ନୁହେଁ ।