ସନ୍ନି ଲିଓନିଙ୍କ ଫିଟନେସ୍ ମନ୍ତ୍ର

92

Sunny-Leone-ice-shotsକେମିତି ରହିବେ ଫିଟ୍? କେମିତି ଇମ୍ପ୍ରେସ୍ କରିବେ ଅନ୍ୟମାନଙ୍କୁ? ଏସବୁ ପାଇଁ ଚିନ୍ତିତ କି? ବୋଲ୍ଡି ଗର୍ଲ ସନ୍ନି ଲିଓନି ଦେଇଛନ୍ତି ଏବେ ନୁଆ ଟିପ୍ସ । ନିଜର ଦିନ ଆରମ୍ଭ କିପରି କରିବା କଥା ଓ ନିଜ ଦେହପାଇଁ ସେ କଣ ସବୁ କରନ୍ତି ଏହାକୁ ସେ ଏବେ ସର୍ବ ସାଧାରଣରେ ପ୍ରକାଶ କରିଛନ୍ତି।

ସପ୍ତାହରେ ଥରେ କି ଦୁଇଥର ଜିମ୍ ଯାଆନ୍ତୁ ।

ଦିନକୁ ପାଖାପାଖି ୨୦ ମିନିଟ୍ ଧରି ଚାଲନ୍ତୁ ।

ପଇଡ ପାଣି ନିୟମିତ ପିଅନ୍ତୁ, ଚେହେରାରେ ଉଜ୍ୱଳତା ଦେଖାଦେବ ।

ଫ୍ରିଜ୍ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

ବ୍ରେକଫାଷ୍ଟରେ କ୍ଷୀରକୁ ସାମିଲ କରନ୍ତୁ ।

ନିଜ ଖାଦ୍ୟରେ କିଛି ନା କିଛି ସ୍ନାକ୍ସ ନିଅନ୍ତୁ ।

ସାଥିରେ ସବୁବେଳେ ପାଣି ବୋତଲ ନିଅନ୍ତୁ ।