ହତାଶ ପ୍ରେମିକର କାରନାମା ! ବାହାଘର ପ୍ରସ୍ତାବ ମନା କରିବାରୁ ଫେସବୁକରେ ଛାଡ଼ିଲା ଯୁବତୀଙ୍କ ଆପତ୍ତିଜନକ ଫଟୋ

36

କନକ ବ୍ୟୁରୋ: ହତାଶ ପ୍ରେମିକର କଳା କାରନାମା । ଯୁବତୀ ବାହାଘର ପ୍ରସ୍ତାବ ମନା କରିବାରୁ ଫେସବୁକରେ ଆପତ୍ତିଜନକ ଫଟୋ ଛାଡ଼ିଲା ପ୍ରେମିକ । ସୁନ୍ଦରଗଡ଼ ଜିଲ୍ଲାର ଏହି ଖବର ବର୍ତ୍ତମାନ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏକତରଫା ପ୍ରେମ କରି ଜଣେ ଯୁବକ କଲେଜ ଛାତ୍ରୀଙ୍କୁ ବାହା ହେବାକୁ ପ୍ରସ୍ତାବ ଦେଇଥିଲେ । ହେଲେ କଲେଜରେ ପାଠପଢ଼ୁଥିବା ଉକ୍ତ ଯୁବତୀ ଜଣକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବାରୁ ଏଥିରେ ଉଦକ୍ଷିପ୍ତ ହୋଇ ହତାଶ ପ୍ରେମିକ ଯୁବତୀଙ୍କ ଅଶ୍ଲୀଳ ଫଟୋ ଫେସବୁକରେ ଛାଡ଼ି ଦେଇଛି । ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ଶ ଅଂଚଳରେ ଘଟିଥିବା ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –