ସୁନ୍ଦରଗଡ : ବଡଗାଁ ଫ୍ଲାଏଓଭର ନିକଟରେ ଜଳିଗଲା ଟ୍ରକ

31

କନକ ବ୍ୟୁରୋ : ରାସ୍ତାରେ ଜଳିଗଲା ଟ୍ରକ୍ । ସୁନ୍ଦରଗଡ ବଡଗାଁ ଫ୍ଲାଏଓଭର ନିକଟରେ ଟ୍ରକଟି ଜଳିଯାଇଛି । ଇଲେକ୍ଟ୍ରିକ୍ କେବୁଲ ନେଇ ଯାଉଥିବାବେଳେ ଏହି ଅଘଟଣ ଘଟିଛି । ତେବେ ଟ୍ରକଟିରେ କିଭଳି ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇନାହିଁ ।