ସୁନ୍ଦରଗଡ ଦିନ ଦ୍ୱିପହରରେ ଲୁଟ୍:ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟିଲେ ଦୁବୃର୍ତ

16

ସୁନ୍ଦରଗଡ :ଦିନ ଦ୍ୱିପହରରେ ଗହଣା ଦୋକାନରୁ ଲୁଟ୍ । ୩ ଦୁବୃର୍ତ ବନ୍ଧୁକ ମୁନରେ ଲୁଟିନେଲେ ଗହଣା ।ମୁଖାପିନ୍ଧି ଆସିଥିବା ୩ଜଣ ଦୁବୃର୍ତ ଅତର୍କିତ ଭାବେ ଦୋକାନରେ ପଶିଯାଇ ଲୁଟ୍ କରିଛନ୍ତି । ଲୁଟେରାଙ୍କ ୨ ରାଉଣ୍ଡ ଗୁଳିମାଡ଼ରେ ଗହଣା ଦୋକାନର ମାଲିକ ଆହତ ହୋଇଛନ୍ତି । ଆହତ ୨ ଜଣଙ୍କୁ ସୁନ୍ଦରଗଡ ମେଡିକାଲରେ ଭର୍ତି କରାଯାଇଛି । ତେବେ ଲୁଟେରାମାନେ ଫେରାର ହୋଇଯାଇଛନ୍ତି ।