ସୁନ୍ଦରଗଡ : ମେଡିକାଲ୍ ବାରଣ୍ଡାରେ ପଡି ରହିଛନ୍ତି ବୃଦ୍ଧ ଜଣକ । ଯାହାକୁ ଦେଖୁଛନ୍ତି ଚିକିତ୍ସା ପାଇଁ ସେ ହାତ ଯୋଡି ଆକୁଳ ନିବେଦନ କରୁଛନ୍ତି । କିନ୍ତୁ କେହି ସଂପର୍କୀୟ ନଥିବାରୁ ତାଙ୍କ ପ୍ରତି କାହାର ଦୃଷ୍ଟି ପଡୁନି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସେପଟେ ପାଗଳ କହି ନିଜ ଦୋଷ ଲୁଚାଉଛନ୍ତି କର୍ତୃପକ୍ଷ । ଦେଖନ୍ତୁ ଏହି ରିପୋର୍ଟ ।