ସୁନ୍ଦରଗଡ : ମେଡିକାଲ୍ ବାରଣ୍ଡାରେ ପଡି ରହିଛନ୍ତି ବୃଦ୍ଧ ଜଣକ । ଯାହାକୁ ଦେଖୁଛନ୍ତି ଚିକିତ୍ସା ପାଇଁ ସେ ହାତ ଯୋଡି ଆକୁଳ ନିବେଦନ କରୁଛନ୍ତି । କିନ୍ତୁ କେହି ସଂପର୍କୀୟ ନଥିବାରୁ ତାଙ୍କ ପ୍ରତି କାହାର ଦୃଷ୍ଟି ପଡୁନି । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ । ସେପଟେ ପାଗଳ କହି ନିଜ ଦୋଷ ଲୁଚାଉଛନ୍ତି କର୍ତୃପକ୍ଷ । ଦେଖନ୍ତୁ ଏହି ରିପୋର୍ଟ ।

10th September, 2016 | 11:02 am
You might also like
-
ଭେଟନ୍ତୁ ଦେଶର ପ୍ରଥମ ମହିଳା ଅଗ୍ନିଶମ କର୍ମଚାରୀଙ୍କୁ ! ଯିଏ ହଜାର ହଜାର ମହିଳାଙ୍କ ପାଇଁ ପ୍ରେରଣା ।
-
ଭାରତରେ ମନ ପସନ୍ଦର ଚାକିରି ଖୋଜିବା ହେଲା ସହଜ ! ଦେଶରେ ଲଂଚ ହେଲା ଗୁଗଲ ଜବ ସର୍ଚ୍ଚ ଟୁଲ
-
ଭାରତ-ପାକିସ୍ତାନ ମଧ୍ୟରେ ହେବନି ୨୦୧୯ ବିଶ୍ୱକପର ପ୍ରଥମ ମ୍ୟାଚ । ତେବେ କାହା ବିପକ୍ଷରେ କେବେ ପଡିଆକୁ ଓହ୍ଲାଇବ ବିରାଟ ବାହିନୀ, ଜାଣନ୍ତୁ ।
-
ଯେଉଁ ଅପରାଧୀକୁ ପୋଲିସ୍ ଖୋଜୁଥିଲା, ସେ ପାଖରେ ଛିଡ଼ା ହୋଇ ହସୁଥିଲା ! କାନ୍ଥରେ ୟୁପି ପୋଲିସ ଲଗାଉଥିଲା ମୋଷ୍ଟ ୱାଣ୍ଟେଡ଼୍ ପୋଷ୍ଟର