ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧୦ ଜଣ ଆହତ

36

ସୁନ୍ଦରଗଡ : ସୁନ୍ଦରଗଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବଡଗାଁ ଥାନା ୧୦ ନମ୍ବର ରାଜ୍ୟ ରାଜପଥ ଗରିଆମାଲ ନିକଟରେ ରାଉରକେଲା ପଟୁ ଏକ ଯାତ୍ରୀବାହୀ ବସ ଟ୍ରକ ମଧରେ ମୁହାଁମୁହିଁ ଧକ୍କା ଦେଇଛି । ଫଳରେ ୧୦ ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ହୋଇଛନ୍ତି । ବସରେ ୪୫ ଜଣ ଯାତ୍ରୀ ଥିଲେ । ବଡ ଗାଁ ପୁଲିସ ଘଟଣା ସ୍ଥଳରେ ପହଂଚି ଆହତଙ୍କୁ ଉଦ୍ଧାର କରିଛି।