ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁନ୍ଦର ଲାଲ୍ ପଟବାଙ୍କ ପରଲୋକ

25

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁନ୍ଦର ଲାଲ୍ ପଟବାଙ୍କ ହୃଦ୍ ଘାତ ଜନିତ ମୃତ୍ୟୁ ଘଟିଛି । ମୃତ୍ୟୁ ସମୟରେ ତାଙ୍କୁ ୯୨ ବର୍ଷ ହୋଇଥିଲା । ତେବେ ମଧ୍ୟପ୍ରଦେଶରେ ଯେତେବେଳେ ପ୍ରଥମ ଥରପାଇଁ ବିଜେପିର ଶାସନ ଆରମ୍ଭ ହୋଇଥିଲା ସେହି ସମୟରେ ମୁଖ୍ୟମନ୍ତ୍ରୀ ସୁନ୍ଦର ଲାଲ୍ ଭାବରେ ନିର୍ବାଚିତ ହୋଇଥିଲେ ।

ଅନ୍ୟପଟେ, ସୁନ୍ଦର ଲାଲ୍ ପଟବାଙ୍କ ନିଧନରେ ରାଜ୍ୟ ସାରା ଶୋକର ଛାୟା ଖେଳି ଯାଇଛି । ତେବେ, ସୁନ୍ଦର ଲାଲଙ୍କ ପରଲୋକରେ ୩ ଦିନିଆ ରଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର ।