୨ ଦିନିଆ ରିମାଣ୍ଡରେ ସମ୍ ମାଲିକ : ଜେରାର ପ୍ରଥମ ଦିନରେ ପୁଲିସର ଗୁଡାଇ ତୁଡାଇ ପ୍ରଶ୍ନ

14

କନକ ବ୍ୟୁରୋ : ୨ ଦିନିଆ ରିମାଣ୍ଡରେ ସମ୍ ହସ୍ପିଟାଲ ମାଲିକ ମନୋଜ ନାୟକ । ଜେରାର ପ୍ରଥମ ଦିନରେ ଗୁଡାଇ ତୁଡାଇ ପ୍ରଶ୍ନ କରିଛି ପୁଲିସ । କାହିଁକି ଏବଂ କାହା ଅବହେଳା କାରଣରୁ ଏତେ ବଡ଼ ଦୁର୍ଘଟଣା ଘଟିଲା । ଏବଂ ଏଥି ପାଇଁ ଦାୟୀ କିଏ ? ଏମିତି ଅନେକ ପ୍ରଶ୍ନ ବାଣର ସମ୍ମୁଖିନ ହୋଇଥିଲେ ସମ୍ ହସ୍ପିଟାଲର ପ୍ରତିଷ୍ଠାତା ମନୋଜ ନାୟକ । ଦେଖନ୍ତୁ ଏହି ରିପୋର୍ଟ –