ଧୂଆଁ ଠାରୁ ଆହୁରି ରହସ୍ୟମୟ ନିଆଁ ପଛର କାରଣ ! ନର୍ସ କହିଲେ, ଧୂଆଁରେ ଅଣନିଶ୍ୱାସୀ ହୋଇ ମରିଗଲେ ରୋଗୀ

2

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ହସ୍ପିଟାଲରେ କେମିତି ଲାଗିଲା ନିଆଁ ? କ୍ୟାମେରା ସାମ୍ନାରେ ଅଗ୍ନିକାଣ୍ଡ ପଛର କାରଣ କହିଛନ୍ତି ସମ୍ ହସପିଟାଲର ଜଣେ ନର୍ସ । ସେ କହିଛନ୍ତି କାହିଁକି ଏବଂ କେମିତି ରୋଗୀଙ୍କୁ ଉଦ୍ଧାର କରିବାରେ ବିଳମ୍ବ ହେଲା । କିଏ ଏଥିପାଇଁ ଦାୟୀ । ଶୁଣନ୍ତୁ ନର୍ସଙ୍କ ମୁହଁରୁ ପୁରା କାହାଣୀ  ।

Comments are closed.