ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣା : ମନୋଜ ନାୟକ ଓ ପତ୍ନୀଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି

0

କନକ ବ୍ୟୁରୋ : ମନୋଜ ନାୟକ ଓ ପତ୍ନୀଙ୍କ ବିରୋଧରେ କମିସନରେଟ ପୁଲିସ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି । ଭୁବନେଶ୍ୱର ଡିସିପି କାର୍ଯ୍ୟାଳୟରୁ ପଠାଗଲା ସର୍କୁଲାର । ମନୋଜ ନାୟକଙ୍କ ଘରେ ପୁଲିସ ପକ୍ଷରୁ ଛାନଭିନ୍ ସୂଚନା । ସମସ୍ତ ଏୟାରପୋର୍ଟକୁ ପଠାଗଲା ଲୁକ୍ ଆଉଟ୍ ସର୍କୁଲାର ।

Comments are closed.