ଆଜିଠୁ ମନୋଜ ନାୟକଙ୍କୁ ଜେରା କରିବ ପୁଲିସ : ଦୁଇ ଦିନ ଭିତରେ ସମ୍ ହସ୍ପିଟାଲର ଗୁମର ଖୋଲିବାକୁ କରିବ ଉଦ୍ୟମ

21

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଆଜିଠୁ ସମ୍ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ଜେରା କରିବ କମିଶନରେଟ୍ ପୋଲିସ । ଆଜିଠୁ ମନୋଜଙ୍କ ରିମାଣ୍ଡ ଅବଧି ଆରମ୍ଭ ହେଉଛି । କମିଶନରେଟ୍ ପୋଲିସ ତାଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥବା ବେଳେ ୨ ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।