ସମ୍ ଅଗ୍ନିକାଣ୍ଡ ଘଟଣାରେ ୨୪ ଛୁଇଁଲା ମୃତ୍ୟୁ ସଂଖ୍ୟା : ଆଜି ଏସସିବିରେ ଆଖି ବୁଜିଲେ ସେକ୍ କୁର୍ବାନ

35

କଟକ ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳେ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଖୋର୍ଦ୍ଧାର ସେକ୍ କୁର୍ବାନଙ୍କର ମୃତ୍ୟୁ ଘଟିଛି । ଏହାସହ ସମ୍ ହସ୍ପିଟାଲ ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ସଂଖ୍ୟା ୨୪ରେ ପହଂଚିଛି ।