ଫେରିବା ସମୟରେ ଚାଲିଗଲେ : ମୃତ୍ୟୁ ତାଲିକାର ୨୧ ନମ୍ବରରେ ଯୋଡି ହେଲା ଜଳେଶ୍ୱରର ଜାନକୀଙ୍କ ନାଁ

24

କନକ ବ୍ୟୁରୋ : ଚିକିତ୍ସା ପାଇଁ ସମ୍ ହସ୍ପିଟାଲ ଆସି ଅଗ୍ନିକାଣ୍ଡ ଯୋଗୁଁ ମୃତ୍ୟୁ ମୁଖରେ ପଡିଲେ ବାଲେଶ୍ୱର ଜମଡିଆ ଗାଁର ଜାନକୀ ହୁଇ । ଫୁସଫୁସ ସଂକ୍ରମଣର ଚିକିତ୍ସା ପାଇଁ ଭର୍ତି ହୋଇ ଶେଷରେ ଅଗ୍ନିକାଣ୍ଡରେ ଜୀବନ ହାରିଛନ୍ତି । ପରିବାର ଲୋକେ ଆଶା କରିଥିଲେ ସୁସ୍ଥ ହୋଇ ଜାନକୀ ଘରକୁ ଫେରିବେ କିନ୍ତୁ ଏବେ ତାଙ୍କ ଶବକୁ ନେଇ ଫେରିବାକୁ ପଡିଛି ପରିବାରଲୋକଙ୍କୁ  ।

ଏହା ସହ ଦେଖନ୍ତୁ ଏହି ଭିଡିଓ –