ସୁକିର୍ତୀ ପଟ୍ଟନାୟକ : ପ୍ରତିଷ୍ଠାତା, ଇଣ୍ଡଲଜ ସେଲୁନ

18

ବ୍ୟୁଟି ଜଗତରେ ସୃଷ୍ଟି କରିଛନ୍ତି ସେ ନିଜର ଏକ ବ୍ରାଣ୍ଡ । ଲଣ୍ଡନର ଆଇଟି ସେକ୍ଟରରେ କାମ କରୁଥିବା ସୁକିର୍ତୀ ଙ୍କର ସବୁବେଳେ ବ୍ୟୁଟି ଓ ମେକପର ଜ୍ଞାନ କୌଶଳ ଶିଖିବାର ଆଗ୍ରହ ଥିଲା । ଭାରତ ଏବଂ ବିଦେଶର ବିଭିନ୍ନ ଅନୁଷ୍ଠାନରେ ଟ୍ରେନିଂ ନେବା ପରେ ୨୦୧୦ ରେ ସେ ଭୁବନେଶ୍ୱରରେ ଖୋଲିଥିଲେ ଇଣ୍ଡଲଜ ସେଲୁନ୍ । ତେବେ କିଛି ବର୍ଷ ମଧ୍ୟରେ ଆଜି ଓଡିଶାରେ ଇଣ୍ଡଲଜ ଏକ ଚେନ୍ ସେଲୁନ ହିସାବରେ ଗଣା ଯାଉଛି । ଅଧିକ ତଥ୍ୟ ପାଇଁ ଦେଖନ୍ତୁ :-