ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ରାଜଧାନୀରେ ଏନକାଉଁଟର । ଭୁବନେଶ୍ୱର ଧଉଳି ନିକଟରେ ଏନକାଉଁଟର । ପୋଲିସ ଏନକାଉଁଟରରେ କୁଖ୍ୟାତ ଅପରାଧୀ ଶୁକ ଆହତ । ଶୁକର ଡାହାଣ ଗୋଡରେ ବାଜିଛି ଗୁଳି । ଆହତ ଅବସ୍ଥାରେ ଶୁକ କଟକ ଏସସିବିକୁ ସ୍ଥାନାନ୍ତର । ବିଭିନ୍ନ ଥାନାରେ ଶୁକ ନାଁରେ ରହିଛି ମାମଲା ।

ଏହାସହ ଦେଖନ୍ତୁ ଏହି ଭିଡିଓ –