ପାରଳା ଗଣହତ୍ୟା ମାମଲା : ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଗଲା ସୁଇସାଇଡ୍ ନୋଟ୍

22

ପାରଳା ଗଣହତ୍ୟା ମାମଲା। ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଗଲା ସୁଇସାଇଡ୍ ନୋଟ୍ । ଏହି ନୋଟକୁ ଅନଙ୍ଗ ମଞ୍ଜରୀଙ୍କ ହସ୍ତାକ୍ଷର ମ୍ୟାଚ୍ କରାଯିବ । ଏବଂ ସେହି ଅନୁସାରେ ତଦନ୍ତ ହେବ । ଏହା ସହ ସୁଇସାଇଡ ନୋଟରେ ଉଲ୍ଲେଖ ଥିବା ବ୍ୟକ୍ତ ତଦନ୍ତ ପରିସର ଭୁକ୍ତ ହେବେ ।