ପାରଳା ଗଣ ଆତ୍ମହତ୍ୟା ମାମଲାରେ ନୂଆମୋଡ : ଜବତ ହୋଇଛି ତିନୋଟି ସୁଇସାଇଡ୍ ନୋଟ୍

26

ପାରଳାଖେମୁଣ୍ଡି : ପାରଳା ଗଣ ଆତ୍ମହତ୍ୟା ମାମଲାରେ ନୂଆମୋଡ, ଜବତ ହୋଇଛି ତିନୋଟି ସୁଇସାଇଡ୍ ନୋଟ୍ । ମୃତ ମ୍ୟାନେଜର ଅନଙ୍ଗ ମଂଜରୀଙ୍କ ପୋଷାକରୁ ମିଳିଛି ସୁଇସାଇଡ୍ ନୋଟ୍ । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି କେ.ବି. ସିଂହ ।