ପାରଳା ଗଣହତ୍ୟା ମାମଲା : ଜବତ ସୁଇସାଇଡ୍ ନୋଟକୁ ପଠାଗଲା ଫରେନସିକ୍ ଲ୍ୟାବ

26

ପାରଳା ଗଣହତ୍ୟା ମାମଲା । ଜବତ ସୁଇସାଇଡ୍ ନୋଟକୁ ଫରେନସିକ୍ ଲ୍ୟାବ ପଠାଗଲା । ଅନଙ୍ଗ ମଞ୍ଜରୀଙ୍କ ହସ୍ତାକ୍ଷର ସହ ଏହାକୁ ମ୍ୟାଚ୍ କରାଯିବ । ଘରୁ ୩ଟି ସୁଇସାଇଡ୍ ନୋଟ ଜବତ କରିଥିଲା ପୁଲିସ୍ ।