୭୦ ତମ ସ୍ୱାଧୀନତା ଦିବସ : ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

36

କନକ ବ୍ୟୁରୋ : ୭୦ ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ବାଲିର କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।