ମଦର ଟେରେସାଙ୍କୁ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳୀ

71

ରୋମର ଭାଟିକାନ ସିଟିରେ ମଦର ଟେରେସାଙ୍କୁ ସନ୍ଥ ଘୋଷଣା କରିବେ ରୋମନ କଥ୍ୟୋଲିକ ଚର୍ଚ୍ଚର ପୋପ ଫ୍ରାନସିସ । ଏହି ଅବସରରେ ନିଜ ବାଲୁକା କଳାରେ ମଦର ଟେରେସାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –