ରିଟ୍ୱିଟ୍ କରି ସୁଦର୍ଶନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

23

IMG-20160621-WA0003କନକ ବ୍ୟୁରୋ : ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ବିଶ୍ୱ ଯୋଗ ଦିବସ ଅବସରରେ ପୁରୀରେ ସୁଦର୍ଶନଙ୍କ ତିଆରି ବାଲୁକା କଳାର ପ୍ରଶଂସା କରିବା ସହ ରିଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ  ।