ଏବେବି ହଟିନି ବିପଦ : ଧିରେ ଧିରେ କମୁଛି ସୁବର୍ଣ୍ଣରେଖାର ଜଳସ୍ତର

28

କନକ ବ୍ୟୁରୋ : ଏବେବି ହଟିନି ବିପଦ । ଧିରେ ଧିରେ କମୁଛି ସୁବର୍ଣ୍ଣରେଖାର ଜଳସ୍ତର। ଜଳସ୍ତର ରହିଛି ୧୧.୨୬ ମିଟର। ରାଜଘାଟରେ ବିପଦ ସଂକେତ ୧୦.୩୬ ମିଟର। ଆଖୁଆପଦା ଭୋଗରାଇ ଅଂଚଳର ଅନେକ ଅଂଚଳ ଜଳମଗ୍ନ। ପାଣି ଘେରରେ ୭ଟି ପଂଚାୟତର ୫୦ଟି ଗାଁ।